ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୨୭.୦୨.୨୦୨୦) – : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଖଇରଚଟା ଗ୍ରାମର ଚାରି ଜଣ ଶିଶୁ ଗତ ୨୩ ତାରିଖ ଦିନ ନିଆଁ ରେ ପୋଡି ମୃତ୍ୟୁ ବରଣ କରିଥିଲେ । ଆଜି ଆସ୍କା ସାଂସଦ ଶ୍ରୀମତି ପ୍ରମିଳା ବିଷୋୟି ଏବଂ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ସେହି ଗ୍ରାମକୁ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ।