ଖୋର୍ଦ୍ଧା ଗୁରୁଜଙ୍ଗ ଗ୍ରାମରେ ମା କାଳୀ ମନ୍ଦିରରେ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି।

ଖୋର୍ଦ୍ଧା (LR News ଅମୁଲ୍ୟ ମହାନ୍ତି) ଖୋର୍ଦ୍ଧା ଗୁରୁଜଙ୍ଗ ଗ୍ରାମରେ ମା କାଳୀ ମନ୍ଦିରରେ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ଯଜ୍ଞ ୪ଦିନ ଧରି ଚାଲିଥିଲା। ପ୍ରଥମେ ଗ୍ରାମ ପୋଖରୀ ରୁ ୧୦୮କଳସ ରେ ଜଳ ଆଣି ଘଟ ସ୍ଥାପନ କରାଯାଇଥିଲା।ଏଠାରେ ୪ଦିନ ଧରି ନାମ ସଙ୍କୀର୍ତ୍ତନ ହେବା ସହିତ ସାଧୁ ସନ୍ଥ ମନକର୍ ମନ୍ତ୍ର ଉଚ୍ଚାରଣ ରେ ଭକ୍ତମାନଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଗାଁ ଫାଟି ପଡୁଥିଲା। ତା ୨୫/୨/୨୦ରିଖ ରେ ଜଞ୍ଜ ପୂର୍ଣ୍ଣାହୂତି ହୋଇଥିଲା।ଉକ୍ତଦୀନ ବିଶିଷ୍ଟ କଳାକାର ଶ୍ରୀଯୁକ୍ତ ଗୋପାଳ ବେହେରା ଓ ତାଙ୍କ ସାଥୀ ମାନଙ୍କୁ ନେଇ ଘୋଡ଼ା ନାଚ ପରିବେଷଣ କରିଛନ୍ତି।

Comments (0)
Add Comment