ଖୋର୍ଦ୍ଧା :(LR News,) ବାରହା ଆକ୍ରମଣ ରେ ତିନି ଜଣ ଗୁରୁତର ହୋଇଛନ୍ତି । ଘଟଣା ଘଟିଛି ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଗୁଡୁମ ଗ୍ରାମରେ । ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ଘର ଭିତରକୁ ପଶିଆସି ବିଚିତ୍ର ନନ୍ଦ ମହାରଣା, ଗୌରାଙ୍ଗ ବେହେରା ଏବଂ ଚରି ବର୍ଷର ଶିଶୁକନ୍ୟା ଦିବ୍ୟଞ୍ଜଳି ମହାରଣାଙ୍କୁ ଆକ୍ରମଣ କରିଛି। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି