ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୫.୦୨.୨୦୨୦) – : ପୋଲସରା ଏନ୍ଏସି ଲୁଣିଘାଟିର ୨ଗୋଟି ପରିବାରଙ୍କ ଘର ପୋଡି ପାଉଁଶ ହୋଇଯାଇଥିଲା । ଆଜି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ୍ ଅଗ୍ନିବିପନ୍ନ ପରିବାରଙ୍କୁ ଭେଟି ଅର୍ଥ ରାଶି ପ୍ରଦାନ କରିଛନ୍ତି ଏବଂ ସରକାରୀ ସହାୟତା ଶୀଘ୍ର ଯୋଗାଇଦେବା ପାଇଁ ନିର୍ବାହୀ ଅଧିକାରୀ ଓ ତହସିଲଦାର ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।