ଖୋର୍ଦ୍ଧା- ତା.୧୨/୦୧- ବି୍ଲବର ମାଟି ଖୋର୍ଦ୍ଧା । ଭାରତର ୍ରଥମ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହୋଇଥିଲା ଖୋର୍ଦ୍ଧାରୁ । ଏବେ ସମଗ୍ର ବିଶ୍ୱର ମହାସଙ୍କଟ ହେଉଛି, କ୍ଲାଇମେଟ ଚେଂଜ, ଗ୍ଲୋବାଲ ୱାରମିଙ୍ଗ, ରିବେଶ ୍ରଦୂଷଣ ଆଦି ସମସ୍ୟା । ଏହାର ୍ରଭାବରେ ୃଥିବୀର ବହୁ ଜୀବ, ଜନ୍ତୁ ଲୋପ ଯାଇଗଲେଣୀ । ରିବେଶ ବିଜ୍ଞାନୀମାନେ ମତ ଦେଉଛନ୍ତି, ଯଦି ଏବେ ଠାରୁ ବ୍ୟାପକ ବୃକ୍ଷରୋପଣ କରାନଯାଏ, ତେବେ ୃଥିବୀ ୃÂରେ ଜୀବ ଜଗତର ଆୟୁଷ ଆଉ ବେଶି ଦିନ ନୁହେଁ ବୋଲି ଏହି ବିଶ୍ୱ ବଞ୍ଚାଅ ଅଭିଯାନକୁ ଉଦ୍ଘାଟନ କରି ଖୋର୍ଦ୍ଧାର ଜିଲ୍ଲାାଳ ଶ୍ରୀ ସୀତାଂଶୁ କୁମାର ରାଉତ କହିଛନ୍ତି । ବିଶେଷତଃ ବୃକ୍ଷ ରୋଣ ଓ ପରିବେଶ ସୁରକ୍ଷା ।ଇଁ ଯୁବକମାନେ ଗୁରୁତରସହ କାର୍ଯ୍ୟ କରିବାକୁ ସେ ରାମର୍ଶ ଦେଇଥିଲେ । ୍େରରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମିର କମାଣ୍ଡଣ୍ଟ ଇନ୍ ଚି୍ ଡ଼କ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ଏଥିରେ ସଭାପତିତ୍ୱ କରି କହିଲେ ଆଜି ଠାରୁ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ପାଇଁ ଖୋର୍ଦ୍ଧାରୁ ଯେଉଁ ଜନ ଜାଗରଣ ଅଭିଯାନ ଆରମ୍ଭ ହେଲା ତାହା ରାଜ୍ୟର ପ୍ରତ୍ୟେକ ଜିଲ୍ଲା ସଦର ମହକୁମା, ସବ୍ଡ଼ିଭିଜନ୍, ବ୍ଲକ୍ ଓ ପଞ୍ଚାୟତ ସ୍ତରରେ କରାଯାଇ ଏପି୍ରଲ ମାଲ ୧ ତାରିଖରେ ଭୁବନେଶ୍ୱରରେ ୧ ଲକ୍ଷ ଗ୍ରୀନ ଆର୍ମିଙ୍କର ସମାବେଶ କରାଯିବ । ସେହିପରି ଜୁଲାଇମାସ ୧ ତାରିଖ ଦିନ ସମଗ୍ର ଓଡ଼ିଶାରେ ବନ ମହୋସôବ ପାଳନ କରାଯାଇ ଗ୍ରୀନ ଆର୍ମିମାନେ ଛାତ୍ର, ଯୁବକ, ବୁଦ୍ଧିଜୀବି, ସମାଜ ସେବୀ, କଳାକାର, କ୍ରୀଡ଼ାବିତ୍, ଆଇନଜୀବି ଆଦିଙ୍କ ସହଯୋଗରେ ୧ କୋଟି ବୃକ୍ଷ ରୋପଣ କରିବେ । ଏହି ସମାବେଶରେ ଖୋର୍ଦ୍ଧା ଜିଲ୍ଲା ପରିଷଦର ଅଧ୍ୟକ୍ଷ ଶ୍ରୀ ପ୍ରୁଲ୍ଲ କୁମାର ଦଳେଇ, ବାଜପୁର ଞ୍ଚାୟତର ୂର୍ବତନ ସରପଞ୍ଚ ୍ରକାଶ ସାମନ୍ତରାୟ, ଆଇନଜୀବି ଶିଶିର ପରିଡ଼ା, ଯୁବନେତା ନରେନ୍ଦ୍ର ଜିତ୍ସିଂହ, ବିଜୟ କୁମାର ସାମନ୍ତସିଂହାର, ଲକ୍ଷ୍ମଣ ପରିଡ଼ା, ନରେନ୍ଦ୍ର ୃଷ୍ଟି, ବିଚିତ୍ରମାର୍ଥା, ରଣଜିତ୍ ମହାାତ୍ର, ଅବନୀ ଜେନା, ହର ରଥ, ଗତିକୃଷ୍ଣ ଟ୍ଟନାୟକ, ଦିବ୍ୟ ନାରାୟଣ ସ୍ୱାଇଁ, ରମାକାନ୍ତ ମହାାତ୍ର ୍ରମୁଖ ବକ୍ତବ୍ୟ ୍ରଦାନ କରି ଯୁବ ସମାଜ ବହୁ ସଂଖ୍ୟାରେ ଗ୍ରୀନ୍ ଆର୍ମିରେ ସାମିଲ ହୋଇ ଏହି ଅଭିଯାନକୁ ସଫଳ କରିବା ।ଇଁ ରାମର୍ଶ ଦେଇଥିଲେ । ଏହା ରେ ଛାତ୍ର, ଯୁବକ, ଆଇନଜୀବି, କ୍ରୀଡ଼ାବିତ୍ ତଥା ସମାଜର ୍ରତ୍ୟେକ ବର୍ଗର ବ୍ୟକ୍ତିମାନଙ୍କୁ ନେଇ ଏକ ବିରାଟ ଶୋଭା ଯାତ୍ରା ଖୋରଧା ସହର ପରିକ୍ରମା କରିଥିଲା । ପରିଶେଷରେ ୧ ହଜାରରୁ ଅଧିକ ଗ୍ରୀନ ଆର୍ମି ଖୋର୍ଦ୍ଧାରୁ ଆରମ୍ଭ ହୋଇଥିବା ବିଶ୍ୱ ବଞ୍ଚାଅ ଅଭିଯାନରେ ସାମିଲ ହୋଇ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ।ଇଁ କାର୍ଯ୍ୟ କରିବାକୁ ଖୋରଧା ରାଜ୍ୟର ୍ରତିÂାତା ଗଜପତି ରାମଚନ୍ଦ୍ର ଦେବଙ୍କ ୍ରତିମୂର୍ତ୍ତି ନିକଟରେ ଶପଥ ଗ୍ରହଣ କରିଥିଲେ ।