ସାମ୍ବାଦିକଂକ ପିତୃ ବିୟୋଗ


ଚିଲିକା ବ୍ଲକ(LRNews) ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଂଚଳର ସାମ୍ବାଦିକ ବିଷ୍ଣୁ ଚରଣ ଖୁଣ୍ଟିଆଙ୍କ ପିତା ଗୋପୀନାଥ ଖୁଣ୍ଟିଆଙ୍କ ୮୫ବର୍ଷ ବୟସରେ ଗତ ଶୁକ୍ରବାର ରାତ୍ର ୭ଘଟିକା ସମୟରେ ମୃତୁ ହୋଇଯାଇଛି. ସେ ଜଣେ ଜନପ୍ରିୟ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ .ତାଙ୍କର ଅନ୍ତିମ ସଂସ୍କାର ନିଜ ଗ୍ରାମ ସ୍ମଶାନରେ କରାଯାଇଥିଲା ତାଙ୍କର ଜେଷ୍ଠ ପୁତ୍ର କେଳୁ ଚରଣ ଖୁଂଟିଆ ମୁଖାଗ୍ନି ଦେଇଥିଲେ

Comments (0)
Add Comment