ଡେପୁଟି ଡିରେକ୍ଟର (କେନ୍ଦ୍ରାଞ୍ଚଳ), କଟକଙ୍କ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ, ଖୋର୍ଦ୍ଧାରେ ସମୀକ୍ଷା ।


ଖୋର୍ଦ୍ଧା LR MEWS-ତା୨୮.୮.୨୦୨୪ ରିଖ ଆଜି ପୂର୍ବାହ୍ନ୧୦.୦୦ ଘଟିକା ରେ ଡେପୁଟି ଡିରେକ୍ଟର (କେନ୍ଦ୍ରାଞ୍ଚଳ) ହେମନ୍ତ କୁମାର ନାୟକ, କଟକଙ୍କ ଜିଲ୍ଲା ସୂଚନାଓ ଲୋକ ସମ୍ପର୍କ କାର୍ଯ୍ୟାଳୟ, ଖୋର୍ଦ୍ଧାରେ ସମୀକ୍ଷା କରିଛନ୍ତି ।ତାଙ୍କର ଆଗମନରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ , ଖୋର୍ଦ୍ଧା ଏବଂ କାର୍ଯ୍ୟାଳୟ, ଖୋର୍ଦ୍ଧାର କର୍ମକର୍ତ୍ତାଗଣ ପୁଷ୍ପଗୁଛ ଦେଇ ସ୍ବାଗତ ଜଣାଇଥିଲେ । କାର୍ଯ୍ୟାଳୟର ସମସ୍ତ ରେଜିଷ୍ଟର ଯଥାକ୍ରମେ -ଉପସ୍ଥାନ ରେଜିଷ୍ଟର,କ୍ୟାସବୁକ, ଷ୍ଟକ ,ଷ୍ଟୋର , ଉତ୍କଳ ପ୍ରସଙ୍ଗ ,ଓଡ଼ିଶା ରିଭ୍ୟୁ,ଏବଂ ଗାଡି ଲଗବୁକ ଇତ୍ୟାଦି ଯାଞ୍ଚ କରିଥିଲେ । ପାଠାଗାର ବିଷୟରେ ଯାଞ୍ଚ କରି ବୁଝିଥିଲେ । ଆବଶ୍ୟକ ପଦକ୍ଷେପ ନେବାପାଇଁ ପ୍ରତିଶୃତି ଦେଲେ ।

ଅପରାହ୍ନରେ ତାଙ୍କୁ ମିମେଣ୍ଟୋ ଏବଂ ଉତ୍ତରୀୟ ଦିଆଯାଇ ଅଭ୍ୟର୍ଥନା କରଯାଇଥିଲା । ଏହାପରେ ସେ ଖୋର୍ଦ୍ଧାରୁ ପ୍ରସ୍ଥାନ କରିଥିଲେ ।

Comments (0)
Add Comment