ପଥର କୋରଡ ରୁ ବାହାରୁଛି ଡ଼ିଜେଲ

ଗଞ୍ଜାମ , LRNews (ଟୁକୁନା ପ୍ରଧାନ, ୦୮.୦୨.୨୦୨୦) – : ପଥର ତଳୁ ବାହାରୁଛି ଡିଜେଲ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ତିନି ଛକରୁ ପରପଙ୍ଗା ରାସ୍ତାରେ ଥିବା ବିଲ ମଝିରେ ପଥର ତଳୁ ଡିଜେଲ ବାହାରୁଥିବା ଦେଖିବାକୁ ମିଳିଛି । ଏ ସମ୍ପର୍କରେ ଜଣା ପଡିବା ପରେ ସେଠାରୁ ଡିଜେଲ ସଂଗ୍ରହ କରିବା ପାଇଁ ଲୋକଙ୍କ ଭିଡ ଜମିଛି ।

Comments (0)
Add Comment