ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୧୧.୦୫.୨୦୨୦) – : ଆଜି ବ୍ରହ୍ମପୁର ବଡ଼ ମେଡିକାଲରେ ନର୍ସ ମାନେ ସୁପରିଟେଣ୍ଡେଣ୍ଟ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ରେ ବସିଛନ୍ତି । ସେମାନଙ୍କ କହିବା କଥା ହେଲା ଡ୍ୟୁଟି ସମୟରେ ସେମାନଙ୍କୁ ମାସ୍କ, ସାନିଟାଇଜର, ଗ୍ଲୋବସ ଆଦି ପ୍ରଦାନ କରାଯାଉନାହିଁ । ଏ ନେଇ ସୁପରିଟେଣ୍ଡେଣ୍ଟ ଙ୍କ ସହ ଯୋଗାଯୋଗ ହୋଇପାରିନାହିଁ ।