ଗଞ୍ଜାମ, (ଟୁକୁନା ପ୍ରଧାନ, ୧/୫.୨୦୨୦) – : ଗଞ୍ଜାମରେ ସାମାଜିକ ଦୂରତାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଯଦି ଘରୁ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବାହାରିଲେ ଛତା ଧରି ବାହାରିବାକୁ କହିଛନ୍ତି। କାରଣ ଛତା ଧରିବା ଦ୍ୱାରା ସାମାଜିକ ଦୂରତା ବଜାୟ ରଖାଯାଇପାରିବ ।