ଚେନ୍ନାଇ ରୁ ଡଙ୍ଗା ସାହାଯ୍ୟରେ ସମୁଦ୍ରପଥରେ ଆସିଲେ ୩୩ ଜଣ ଲୋକ।

ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୨୮.୦୪.୨୦୨୦) – : ଆଜି ଗଞ୍ଜାମ ଜିଲ୍ଲା ର ୩୩ ଜଣ ଲୋକ ଏକ ଡଙ୍ଗା ସାହାଯ୍ଯ ରେ ଚେନ୍ନାଇ ରୁ ସମୁଦ୍ର ଭିତରେ ଆସି ଗତକାଲି ରାତି ୧ ରେ ( ଗୋଟାଏ ରେ) ଆର୍ଯ୍ୟପଲ୍ଲୀ ଠାରେ ପହଞ୍ଚିଛନ୍ତି ଏବଂ ସେମାନେ ସାନ ଆର୍ଯ୍ଯପଲ୍ଲୀ ଗ୍ରାମରେ ଥିବା ଅସ୍ଥାୟୀ କରୋଣ୍ଟାଇନ ସେଣ୍ଟରରେ ଅଛନ୍ତି ।

Comments (0)
Add Comment