ମାସ୍କ ନ ପିନ୍ଧିଥିଲେ ଅତ୍ୟାବଶ୍ୟକ ସାମଗ୍ରୀ ମିଳିବ ନାହି।

ଗଞ୍ଜାମ, (LR News, ୦୯.୦୪.୨୦୨୦) – : କରୋନା ଭାଇରସ ର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କଡ଼ା ନୀତି ଗ୍ରହଣ କରିଛନ୍ତି । ମାସ୍କ ନ ପିନ୍ଧିଥିଲେ ଅତ୍ୟାବଶ୍ୟକ ସାମଗ୍ରୀ ଯଥା , ପନିପରିବା, ରାସନ୍, ଏବଂ ଔଷଧ ମଧ୍ଯ ମିଳିବନାହିଁ ବୋଲି ଆଜି ଜିଲ୍ଲାପାଳ ଭିଡିଓ କନଫରେନ୍ସ ମାଧ୍ୟମରେ ସୂଚନା ଦେଇଛନ୍ତି ।            

Comments (0)
Add Comment