କରୋନା ପାଇଁ ବିଧାୟିକା ଲତିକା ପ୍ରଧାନ ଘର ବାଲକୋନିରେ ଦୀପ ଜାଳିଲେ।

ଗଞ୍ଜାମ, (LR News, ୦୫.୦୪.୨୦୨୦) – : କରୋନା ବିରୋଧୀ ଲଢେଇ ପାଇଁ ଏକତାର ବାର୍ତ୍ତା ଦେଇଛି ସାରାଦେଶ ।ଏହି ପରିପ୍ରେକ୍ଷୀରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଘର ବାଲକୋନୀରେ ନିଜ ଝିଅ ସହିତ ମହମବତୀ ଜାଳିଛନ୍ତି । ଏଥିସହ କରୋନା ବିରୋଧରେ ଲଢୁଥିବା ଯୋଦ୍ଧାଙ୍କ ପାଇଁ ପ୍ରାର୍ଥନା କରିଛନ୍ତି । ଏବଂ ସମସ୍ତେ ସରକାରଙ୍କ ନିୟମ ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି |ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ବୋଲି କହିଛନ୍ତି ।

,

Comments (0)
Add Comment