ଗଞ୍ଜାମ ଜିଲ୍ଲା ବୁଗୁଡା ପଞ୍ଚାୟତ ସମିତି ର ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ବୁଗୁଡା ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । Read more
ଆଜି ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ଭାମସିଆଳି ଗ୍ରାମର ମନ୍ମଥ ସାସମଲ ନାମକ +୩ ର ଛାତ୍ର କୋରାପୁଟ କୋଲାବ ଡ୍ୟାମ୍ ରେ ଗତ କାଲି ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି । Read more
ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ନୂଆଗଡ଼ ସ୍ଥିତ ମା ପାଦୁକେଇ ପଡିଆ ଠାରେ ନୂଆଗଡ଼ ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । Read more
ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ସଣ୍ଡମୂଳ ଗ୍ରାମ ମୁଖ୍ୟ ରାସ୍ତା ସାହିର ଜୈନକ ବ୍ୟକ୍ତି ଙ୍କ ନାବାଳିକା ଝିଅ ର ବିବାହ ପୂର୍ବରୁ ପ୍ରଶାସନ ବନ୍ଧ୍ କରିଥିବା ଜଣାପଡିଛି । Read more
କୋଲାବ ନଦୀ ନିକଟରେ ବନ୍ଧୁଙ୍କ ଜନ୍ମଦିନ ପାଳିବାକୁ ଯାଇ ୩ଜଣ ଛାତ୍ର ପାଣିରେ ବୁଡ଼ିଯିବା ଭଳି ଦୁଃଖଦ ଘଟଣା ଆଜି କୋରାପୁଟ ଜିଲ୍ଲାବାସୀଙ୍କୁ ସ୍ତବ୍ଧ କରିଦେଇଛି। Read more
ଅଙ୍ଗଦାନ ପାଇଁ ଲୋକଙ୍କୁ ସଚେତନ କରିବାକୁ ମହରାଷ୍ଟ୍ରରୁ ୬୮ ବର୍ଷୀୟ ପ୍ରମୋଦ ମହାଜନ ବାଇକ୍ରେ ଭାରତ ଅର୍ଗାନ ଯାତ୍ରାରେ ବାହାରିଛନ୍ତି। Read more