ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ବାଲେଡିହରୁ ମୁକ୍ତାଦେଇପୁର ପର୍ଯ୍ୟନ୍ତ ଦେଢ କିଲୋମିଟର ରାସ୍ତାର ଅବସ୍ଥା ବେଶ୍ ଶୋଚନୀୟ ହୋଇପଡିଛି। Read more
ଖୋର୍ଦ୍ଧା ବ୍ଲକର ଓରବରସିଂ, ନରଣଗଡ଼ ଓ ବ୍ରଜମୋହନପୁର ପଞ୍ଚାୟତରେ ବନ୍ୟାଜଳ ପଶିବା ଫଳରେ ୧୫ରୁ ଊର୍ଦ୍ଧ୍ୱ ଗ୍ରାମ ପାଣି ଘେରରେ ରହିଛି। ଏହି ଗ୍ରାମଗୁଡିକ ବାହ୍ୟଜଗତରୁ ବିଚ୍ଛିନ୍ନ। Read more
ନୂଆ ଡିସିପିଙ୍କୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ, ଭିଜିଲାନ୍ସର ମହିଳା ଡ଼ିଏସପିଙ୍କ ମୁଣ୍ଡରେ ବନ୍ଧୁକ ଲଗେଇ ସୁନା ଚେନ ଲୁଟ Read more
ହଜିଗଲା ମାନବିକତା ।ଭୁଲିଗଲେ ମଣିଷ ପଣିଆ ।ମୃତ୍ୟୁ ପରେ ଅଛୁଆଁ ହୋଇଗଲା ମୃତ୍ୟୁ ଦେହ, ଶେଷରେ ମିଳିଲା ସମ୍ମାନ, ଦୁଇ ସାମ୍ବାଦିକ ସମେତ ପୋଲିସ କର୍ମଚାରୀ ଦେଲେ କାନ୍ଧ। Read more
ବିଜେପି ଜିଲ୍ଲା ସଭାପତି ବିଭୂତି ଭୂଷଣ ଙ୍କୁ ହତ୍ୟା ଉଦ୍ୟମ, ଘଟଣାର ତଦନ୍ତ ପାଇଁ ଡିଆଇଜିଙ୍କୁ ଦାବି ପତ୍ର ପ୍ରଦାନ। Read more