ସାନଖେମୁଣ୍ଡିର ଗ୍ରାମାଞ୍ଚଳର ଉନ୍ନତି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ ସହ ସରକାରୀ ଅନୁଦାନ ଦିଆଯାଉଛି। Read more
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ସଣ୍ଡମୂଳ ପଞ୍ଚାୟତ ଶାଳବଣ ଗ୍ରାମ ର ଜୈନକ ବ୍ୟକ୍ତି ଙ୍କ ନାବାଳିକା ଝିଅ ର ବିବାହ ପୂର୍ବରୁ ପ୍ରଶାସନ ବନ୍ଧ୍ କରିଛି। Read more
ବ୍ରହ୍ମପୁର ରେଳ ଷ୍ଟେସନ ଠାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଟ୍ରେନ କୁ ମାନ୍ୟବର ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗଦେଇ ପତାକା ପ୍ରଦର୍ଶନ ଓ ଯାତ୍ରାର ଶୁଭାରମ୍ଭ କରିଛନ୍ତି । Read more
ଦୁଇ ହଜାର ଟଙ୍କା ଲାଞ୍ଚ ନେବାବେଳେ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଧରାପଡ଼ିଥିବା ରାଜ୍ୟ ସଡ଼କ ପରିବହନ ବିଭାଗର ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର ଅଶୋକ ପଣ୍ଡା(୬୪)କୁ ଗୁରୁବାର ଅନୁଗୋଳ ଭିଜିଲାନ୍ସ କୋର୍ଟରେ ୪ ବର୍ଷ କାରାଦଣ୍ଡାଦେଶ। Read more
ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ବିରିପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭ତମ ବାର୍ଷିକ ଉତ୍ସବ ଓ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। Read more